STORYMIRROR

DAMBURUDHARA BEHERA

Classics

3  

DAMBURUDHARA BEHERA

Classics

ମୃତ୍ୟୁ

ମୃତ୍ୟୁ

1 min
324

ମୃତ୍ୟୁ ତୁମେ ଚିରନ୍ତନ

ବିଧିର ବିଧାନ

ମାରେ ହରି ତାରେ କିଏ

ଲକ୍ଷ୍ମଣର ଗାର।।

ଜୀବନ ପ୍ରଦୀପ

ଜଳି ଜଳି ଦିନେ

ବୁଜିଯିବ କେଉଁଦିନ

କିଏ ଜାଣି ଥାଏ

କେବେ ଯିବେ ଛାଡ଼ି

ସକଳ କୁଟୁମ୍ବ

ପ୍ରାଣ।।

ହେ ; ଈଶ୍ୱର

କର ଜଗତ ଉଦ୍ଧାର

ନିତ୍ୟ ସତ୍ୟ,ଶିବ ସୁନ୍ଦର।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics