STORYMIRROR

DAMBURUDHARA BEHERA

Inspirational Others

3  

DAMBURUDHARA BEHERA

Inspirational Others

ମୋ ବାପା ମୋ ପାଇଁ ହିରୋ

ମୋ ବାପା ମୋ ପାଇଁ ହିରୋ

1 min
244


ବାପା ଅନେକ ଶବ୍ଦ ମଧ୍ୟରେ

ଅନ୍ୟତମ ପଦନ୍ମୟ

ଆଦି ଶଙ୍କରାଚାର୍ଯ୍ୟ

କଳ୍ପନାର 

ଅପହଞ୍ଚ ଇଲାକା

ଅସୀମର 

ଅପରମିତ ଉପମା

ସିନ୍ଧୁ ମଧ୍ୟରେ 

ବିନ୍ଧୁର ଦର୍ଶନ

ଅଭେଦ୍ୟ ବ୍ୟକ୍ତିତ୍ଵ....(1)

କଳ୍ପବଟ ଦାରୁ ବ୍ରହ୍ମ

ଜଗତ ଈଶ୍ୱର

ସୃଷ୍ଟିର ସ୍ରଷ୍ଟା

ଆଉ ସର୍ଜନାର

ରୂପକାର

ରୁଧିର ରକ୍ତିମ

ବାଳ ଅରୁଣିମା

ଉଦିତ , ଅସ୍ତିମ

ରବି,ଶଶି

ନିଶାକର,

ଦିବାକର,ଦିବସ

ଭାସ୍କର.....(2)

ଜଳ,ସ୍ଥଳ

ମାଟିର ମଟାଳ

ହୃଦୟର ହିରୋ

ସ୍ଥାବର, ଜଙ୍ଗମ

ନିର୍ଜୀବ ପଥର

ସଜୀବ ଶରୀର

ମୋ ଜୀବନ ହିରୋ....(3)



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational