STORYMIRROR

Pranati Mahapatra

Tragedy Abstract

2  

Pranati Mahapatra

Tragedy Abstract

ହୃଦୟ

ହୃଦୟ

1 min
2.2K


ଭଙ୍ଗା ଆଇନାର କାଚ ପରି ଆଜି

ଭାଙ୍ଗିଛି ମୋର ହୃଦୟ,

କେମିତି ଦେଖିବି ନିଜ ପ୍ରତିଛବି

ଲାଗୁଅଛି ଭାରି ଭୟ ।

ରାତ୍ର ଶେଷେ ଯେବେ 

ପ୍ରଭାତ ଆଗମେ

ନୂତନ ସଂପର୍କ ଆଶେ,

ଆତ୍ମା ବାଧାଦିଏ ବିବେକ ବାରଣେ

ଦ୍ୱନ୍ଦଭିତରେ ମୁଁ ଫଶେ।

ଭଲପାଇବାଟା ଛଳନା ହୁଅଇ

ପ୍ରେମ କି ହୁଏ ଶାଶ୍ୱତ,

ଛଳନାର ଏହି ଇଲାକାରେ ଆଜି

ହେଉଅଛି ହନ୍ତସନ୍ତ ।

ପ୍ରଣତି ମହାପାତ୍ର,

ବାଲେଶ୍ୱର


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy