Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Suresh chandra Padhy

Abstract

3  

Suresh chandra Padhy

Abstract

ହୋଲି

ହୋଲି

1 min
2



ବର୍ଷକ ଥରେ ହୋଲି ଆସିଛି

ଖୁସିର ସମୟ ନିକଟ ହୋଇଛି

ଛୁଟି ର ଦିନ ରେ ମଉଜ କରିବା

ସାଥି ହୋଇ ହୋଲି ରଙ୍ଗ ଖେଳିବା

ସାତ ରଙ୍ଗ ର ପସରା ପଡିଛି

କଳା କାହ୍ନା ରାଧା ସାଥିରେ ବୁଲୁଚି

ଆହା କି ସୁନ୍ଦର ସକାଳ ଆମର

ହୋଲି ପର୍ବ ଭାଇ ଚାରା ସ୍ନେହର ।।


Rate this content
Log in

Similar oriya poem from Abstract