STORYMIRROR

Sunanda Mohanty

Inspirational

3  

Sunanda Mohanty

Inspirational

ହୋଲି

ହୋଲି

1 min
225

ହୋଲିର ରଙ୍ଗ 

ଖେଳିବେ ବୋଲି 

କୁନା ମୁନା ହେଲେ ସଜ 

ଟିଭି ଦେଖି ବାପା କହିଲେ 

ଫଗୁ ଖେଳିବାକୁ 

ହେଉଥା ପିଲାଏ ସଜବାଜ 

ମାନିଲେନି ସିଏ 

ବଜାର ରଙ୍ଗ ଆଣି ଦୁହେଁ 

ଖେଳିଲେ ସିନା ହୋଲି 

ଅଖି ଗଲା ଫୁଲି 

ବାପା ଡାକ୍ତରଖାନାଙ୍କୁ 

ନିଅନ୍ତି ଖାଲି 

ବଡ଼ସାନଙ୍କର ମନା 

କରିବାକୁ ସଦା ଘେନା 

ଜାଣିଗଲେ ଦୁହେଁ ଆଜ 

ଚଷମା ପିନ୍ଧିଲା ମୁନା 

ଡ୍ରପ ପକାଏ ଆଖିରେ କୁନା 

ବହୁଦିନ ପରେ ହେଲେ ଭଲ 

ଛାଡିଗଲା ରଙ୍ଗ ନିଶା 

ହେଲେ ଯାହା କଲବଲ l



Rate this content
Log in

Similar oriya poem from Inspirational