ହିତ ଉପଦେଶ ଓ ନୀତିବାଣୀ
ହିତ ଉପଦେଶ ଓ ନୀତିବାଣୀ


ସ୍ଵର୍ଗରେ ସବୁ ଅଛି
ମୃତ୍ୟୁ ନାହିଁ
ଗୀତାରେ ସବୁ କିଛି
ମିଛ ନାହିଁ
ଦୁନିଆଁ ରେ ସବୁଅଛି
ଶାନ୍ତି ନାହିଁ
ମଣିଷ ପାଖେ ସବୁକିଛି
ଧର୍ଯ୍ୟ ନାହିଁ
ଆଶା ଅଛି
ପୂର୍ଣ୍ଣତା ନାହିଁ
ସ୍ବପ୍ନ ଅଛି
ସତ୍ୟତା ନାହିଁ
ଜୀବନ ଅଛି
ଆନନ୍ଦ ନାହିଁ
ବନ୍ଧୁ ଅଛି
ବନ୍ଧୁତା ନାହିଁ
ସମ୍ପର୍କ ଅଛି
ବାସ୍ତବତା ନାହିଁ
ତେଣୁ ହେ ମଣିଷ
କାମନା ରହିତ
ସ୍ୱାର୍ଥରୁ ବିରତ
ଶିକ୍ଷାକୁ ଆଦୃତ
ଶାନ୍ତି ଶତତ
ଦୟା ହିଁ ହିତ
ମିଛ ଅଟେ ପାପ
ସତ୍ୟ ଅଟେ ପୂଣ୍ୟ
ବାସ୍ତବ ସ୍ବପ୍ନ ଦେଖି
କ୍ଷମାର ଜାଲ ବୁଣି
ବନ୍ଧୁତା ଆପଣେଇ
ଧର୍ଯ୍ୟ ସାହସ
ଶହନଶୀଳତା ରଖି
ପୂର୍ଣ୍ଣତା ପ୍ରାପ୍ତି ପାଇଁ
ନୀତି ବାଣୀ ଓ
ହିତ ଉପଦେଶେ
ଜୀବନ ଆଦୃତ
ଏକଥା ନିଶ୍ଚିନ୍ତ l