ହିନ୍ଦୁ ନବ ବର୍ଷ
ହିନ୍ଦୁ ନବ ବର୍ଷ
ଚୈତ୍ର ଶୁକ୍ଳ ପ୍ରତି ପଦା ରେ ହିନ୍ଦୁ ନବ ବର୍ଷ ହୁଏ
ଏହି ଦିନ ଜୟ ଶ୍ରୀ ରାମ ନାଦ ଉଚ୍ଚା ରିତ ହୁଏ
ଏହି ଦିନ ବ୍ରହ୍ମା ଙ୍କ ସୃଷ୍ଟି ପ୍ରାରମ୍ଭ ହୋଇ ଥିଲା l
ଏହି ଦିବସ ରେ ରାମଚନ୍ଦ୍ର ଙ୍କ ଅଭିଷେକ ହୋଇଲା
ଏହି ଦିନ ରେ ହିଁ ସବୁ ନୂତନ ହୋଇ ଥାଏ
ନୁଆଁ ଶିକ୍ଷା ବର୍ଷ ନୁଆଁ ଆର୍ଥିକ ବର୍ଷ ଏହି ସମୟେ ହୁଏ l
ବସନ୍ତ ରେ ନୁଆଁ ପଲ୍ଲବ ଏହି ସମୟରେ ହୁଏ
ଶୀତ ଋତୁ ଯାଏ ଗ୍ରୀଷ୍ମ ର ପ୍ରାରମ୍ଭ ହୋଇ ଥାଏ
ବାସନ୍ତିକ ନବ ରାତ୍ରି ଏହି ସମୟେ ହୋଇ ଥାଏ l
ଝମୁ ଯାତ୍ରା ଦଣ୍ଡ ଯାତ୍ରା ଏହି ସମୟେ ହୋଇ ଥାଏ
ସବୁ ହିନ୍ଦୁ ଧର୍ମି ଖୁସି ରେ ଏହାକୁ ମନାଇ ଥାନ୍ତି
ହିନ୍ଦୁ ନବ ବର୍ଷ ରେ ଭୋଜି ର ଆସର ବି କରନ୍ତି l
