Satyabati Swain
Classics
ହେ ଈଶ୍ୱର !
ତୁମେ ବିଶ୍ୱାସର
ଭରସାର
ଆଶାର
ସ୍ୱପ୍ନର
ଗନ୍ତାଘର।
ତୁମେ
ସକାଳର
ମଧ୍ୟାହ୍ନର
ସନ୍ଧ୍ୟାର
ରାତ୍ରିର
ରିଙ୍ଗ୍ ମାଷ୍ଟର।
ଲୁହର
କୋହର
ହସର
କାନ୍ଦର
ସ୍ୱର୍ଗଦ୍ୱାର ।
ଶରୀର
ନିଃଶ୍ବାସର
ହୃଦୟର
ବିବେକର
ମୁକ୍ତି ଦ୍ୱାର।
ମୁଗ୍ଧ ମୋହ
ଅଣଲେଉଟା
ମୁଁ କାହିଁକି ପ...
ବନ୍ଧ ବନ୍ଧନ
*ମିଶାଣ କିନ୍ତୁ...
ଶହିଦ ହେଲା ପରେ...
ଜିତି ପାରିବୁକି...
ଶେଷ ହିଁନ ଶୋଷ
ଡର
ରାସ୍ତା
ରଜର ଖଞ୍ଜ ରଜର ଖଞ୍ଜ
ଅହିଂସା ଅସ୍ତ୍ର ବଳ ଧରି ସ୍ଵାଧୀନ ଦେଶ ଦେଲ କରି । ତିନି ମାଙ୍କଡ଼ ତୁମ ଦାନ ଅହିଂସା ଅସ୍ତ୍ର ବଳ ଧରି ସ୍ଵାଧୀନ ଦେଶ ଦେଲ କରି । ତିନି ମାଙ୍କଡ଼ ତୁମ ଦାନ
ବଳିୟାନ ସମୟ ବଳିୟାନ ସମୟ
ସୁସ୍ଥ ଜୀବନ ଖୁସି ଜୀବନ ସୁସ୍ଥ ଜୀବନ ଖୁସି ଜୀବନ
ଶକତି ସ୍ୱରୂପା ଶକତି ସ୍ୱରୂପା
କାଶତଣ୍ଡୀ ହସେ ପ୍ରକୃତି କୋଳରେ କାଶତଣ୍ଡୀ ହସେ ପ୍ରକୃତି କୋଳରେ
ପ୍ରାର୍ଥନା ପ୍ରାର୍ଥନା
ନବରାତ୍ରୀ ନବରାତ୍ରୀ
ଶକ୍ତି ସ୍ବରୂପା ଶକ୍ତି ସ୍ବରୂପା
ଦଶହରା ଦଶହରା
ବିଜୟା ଦଶମୀ ବିଜୟା ଦଶମୀ
ଅସ୍ତ୍ର ଶସ୍ତ୍ର ସବୁ ପୂଜା ପାଇ ଥାଏ ଘରେ ଘରେ ପୁରେ ପୁରେ ସେଦିନ ମାଆ ଙ୍କୁ ବିସର୍ଜନ ଦ୍ୟନ୍ତି ବ... ଅସ୍ତ୍ର ଶସ୍ତ୍ର ସବୁ ପୂଜା ପାଇ ଥାଏ ଘରେ ଘରେ ପୁରେ ପୁରେ ସେଦିନ ମାଆ ଙ୍କୁ ବିସ...
ବନସ୍ତରେ ଯାଇ ଜଗିଲା ଛେଳି । ଭୋକ ଉପାସରେ କଷଣ ସହିକି, ପୂଜି କଲା ତୁମ୍ଭେ ଗଳାର ମାଳି ।୩। ଦେଇଥିଲ ତାକୁ ଧୈ... ବନସ୍ତରେ ଯାଇ ଜଗିଲା ଛେଳି । ଭୋକ ଉପାସରେ କଷଣ ସହିକି, ପୂଜି କଲା ତୁମ୍ଭେ ଗଳାର ମାଳି ।...
ମାଆ ତୋର ପାର୍ବଣେ...।୦। ମାଆ ତୁହି ମମତାର ସିନ୍ଧୁ ତୋ କରୁଣାର ମୁଁ ଏକ ବିନ୍ଦୁ, ଜଗତକୁ ତୋ ପଣତେ ... ମାଆ ତୋର ପାର୍ବଣେ...।୦। ମାଆ ତୁହି ମମତାର ସିନ୍ଧୁ ତୋ କରୁଣାର ମୁଁ ଏକ ବିନ୍ଦ...
ଅନ୍ଧକାର ନାଶି ଆଲୋକ ପରଷି ସୃଷ୍ଟିର ସୂଜନ ପାଇଁ। ମମତା ପଣତେ ଅନ୍ଧକାର ନାଶି ଆଲୋକ ପରଷି ସୃଷ୍ଟିର ସୂଜନ ପାଇଁ। ମମତା ପଣତେ
ସୃଷ୍ଟି କର୍ତ୍ରୀ ତୁହି ମାଲୋ ପାର୍ବଣ ଉତ୍ସବ ପାଳନ ସମୟେ ହୋଇ ଥାଉ ଆର୍ବିଭାବ । ସୂର୍ଯ୍ୟ ମଣ୍ଡଳ ମଧ୍ଯ ରେ ନିବାସ... ସୃଷ୍ଟି କର୍ତ୍ରୀ ତୁହି ମାଲୋ ପାର୍ବଣ ଉତ୍ସବ ପାଳନ ସମୟେ ହୋଇ ଥାଉ ଆର୍ବିଭାବ । ସୂର୍ଯ୍ୟ...
ସ୍ୱର୍ଣ୍ଣ ବର୍ଣ୍ଣ ଶସ୍ୟ ରାଶି ହସଇ କେଦାରେ ଜନ ମନ ପ୍ରାଣ ନାଚେ ଦିବ୍ୟ ଚେତନା ରେ । ଆନନ୍ଦ ଉଲ୍ଲାସ ସହ ପ୍ର।ଚୁର... ସ୍ୱର୍ଣ୍ଣ ବର୍ଣ୍ଣ ଶସ୍ୟ ରାଶି ହସଇ କେଦାରେ ଜନ ମନ ପ୍ରାଣ ନାଚେ ଦିବ୍ୟ ଚେତନା ରେ । ଆନନ...
ଦୁର୍ଗା ମାଆଙ୍କୁ ଦେଖି ନୀଳଜଳ ସରୋବରେ ହଂସରାଳି ଚାଲେ ପିନ୍ଧି ପାଉଁଜ ଦୁର୍ଗା ମାଆଙ୍କୁ ଦେଖି ନୀଳ ସମୁଦ୍ର ଢେ଼ଉ... ଦୁର୍ଗା ମାଆଙ୍କୁ ଦେଖି ନୀଳଜଳ ସରୋବରେ ହଂସରାଳି ଚାଲେ ପିନ୍ଧି ପାଉଁଜ ଦୁର୍ଗା ମାଆଙ୍କୁ ...
ଇନ୍ଦ୍ରଧନୁ ଇନ୍ଦ୍ରଧନୁ
ଗାଁ ଆମର ଶଙ୍କରପୁର ଗାଁ ଆମର ଶଙ୍କରପୁର