STORYMIRROR

Jagabandhu Sahu

Romance

3  

Jagabandhu Sahu

Romance

Happy Promise Day

Happy Promise Day

1 min
307

ଜନ୍ମ ଜନ୍ମାନ୍ତର      ପବିତ୍ର ବନ୍ଧନ 

     ନାମ ଅଟେ ତାର ପ୍ରେମ 

ପ୍ରତିଜ୍ଞା କରୁଛି    ଆଜିର ଦିବସେ

      ଉପହାର ଦେଇ ମନ

ସାରା ଜୀବନ ମୁଁ   ରଖିବି ଖୁସିରେ 

     ଦେବି ନାହିଁ ମନେ କଷ୍ଟ 

ହୃଦୟର କଥା   ତୁମ ଆଗେ ପ୍ରିୟା

    କହିଦେଲି ଆଜି ସ୍ପଷ୍ଟ

ଆଗୋ ପ୍ରାଣସହି  ଗଢିବା ପ୍ରେମରେ

     ଛୋଟ ଏକ ପ୍ରେମ ନିଡ 

ସେ ନିଡେ ରହିବା ଦୁହେଁ ସାଥି ହୋଇ 

    ଭାଙ୍ଗି ପାରିବନି ଝଡ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance