STORYMIRROR

Bedanta Bagarty

Action Classics Crime

3  

Bedanta Bagarty

Action Classics Crime

Happy birth day dear, brother

Happy birth day dear, brother

1 min
443

ମନ ଛୁଆଁ ବାଦଳର ଆକାଶରେ ଆଜିତୁ,

ସବୁ ବେଳେ ହଁସୁ ଥା ତୁ ହେଇ ଗୋଟେ ଋତୁ..!

ଆକାଶର ଜହ୍ନ ହେଲେ ତୁ,

ତୋ ସାମ୍ନାରେ ତରା ଟିଏ ହେଇ ଥିବି ମୁଁ..!

ଦୁନିଆଁର ସବୁ ନେତ୍ରରେ ଫୁଲ ଟେ ହେଇ ଥା ତୁ,

ତତେ ଆକାଶର ବର୍ଷା ଟେ ଇ ଭିଜେଇ ଦେବିଥିବି ମୁଁ..!

ଘଣ୍ଟାର ସବୁ କଣ୍ଟାରେ ଖୁସିରେ ଥା ତୁ,

ତୋ ସୁଖ ଦୁଃଖରେ ଛାଇଟେ ହେଇ ରହି ଥିବି ମୁଁ..!

ଆକାଶର ନିର୍ମଳ ସାତ ରଙ୍ଗ ହେଲେ ତୁ,

ତୋ ପାଇଁ ବର୍ଷାର ମଳୟ ଛିଟା ହେଇ ବହୁ ଥିବି ମୁଁ..!

ସବୁ ବେଲେ ଖୁସିରେ ରହିଥା ସୁନ୍ଦର ଫୁଲ ପରିତୁ

ଇଶ୍ୱର ଙ୍କୁ ସଦା ଏତି କି ପ୍ରର୍ଥନା କରେଁ ମୁଁ..!



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Action