STORYMIRROR

jagabandhu sahu

Romance

3  

jagabandhu sahu

Romance

ହାପି ଚକେଲେଟ୍ ଡେ

ହାପି ଚକେଲେଟ୍ ଡେ

1 min
164

ଆଣିଛି ମୁଁ ଆଜି ଚକେଲେଟ କିଣି

    କର ନାହିଁ ଜମା ଡେରି

ସହଳେ ଆସ ଗୋ  ମନର ମାନସୀ

    ଉଛୁର ଜମା ନକରି ॥


ଗୋଟେ ଚକେଲେଟ୍ ଦୁଇ ପାଖୁ ଆମେ

    ମିଶିକି ଯେବେ ଖାଇବା

ତେବେ ଯାଇ ଏଇ ପ୍ରେମର ମଜାଟି

    ପ୍ରିୟା ଗୋ ଆମେ ପାଇବା ॥


ଚକେଲ୍ଟ୍ ଦିବସ ବିତାଇବା ପ୍ରିୟା

    ଚକେଲେଟ୍ ଆମେ ଖାଇ

କୁଣ୍ଢାକୁଣ୍ଢି ଟିକେ  ହୋଇଯିବା ଆମେ

    ମିଳନର ଗୀତ ଗାଇ ॥


ସାକ୍ଷୀ ରହିଥିବ   ପ୍ରେମ ଋତୁ ଏଇ

   ତୁମେ ନାୟିକା ମୋହର

ଲେଖି ଦେଇ ଯିବା ନୂଆଁ କାହାଣୀଟେ 

   ତୁମେ ମୋର ମୁଁ ତୁମର ॥


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from jagabandhu sahu

Lass of money

Lass of money

1 min ପଢ଼ନ୍ତୁ

Happy break U...

Happy break U...

1 min ପଢ଼ନ୍ତୁ

Happy Missing...

Happy Missing...

1 min ପଢ଼ନ୍ତୁ

Happy Confess...

Happy Confess...

1 min ପଢ଼ନ୍ତୁ

Happy Flirtin...

Happy Flirtin...

1 min ପଢ଼ନ୍ତୁ

Happy Perfume...

Happy Perfume...

1 min ପଢ଼ନ୍ତୁ

Happy Kick Da...

Happy Kick Da...

1 min ପଢ଼ନ୍ତୁ

Happy Slap Da...

Happy Slap Da...

1 min ପଢ଼ନ୍ତୁ

Happy Valenti...

Happy Valenti...

1 min ପଢ଼ନ୍ତୁ

Happy Kiss Da...

Happy Kiss Da...

1 min ପଢ଼ନ୍ତୁ

Similar oriya poem from Romance