STORYMIRROR

shaikh mozahid mahatab

Abstract Inspirational

4  

shaikh mozahid mahatab

Abstract Inspirational

ଗ୍ରୀଷ୍ମ

ଗ୍ରୀଷ୍ମ

1 min
176


ଶୀତ ଚାଲିଗଲା

ଖରା ଆସିଗଲା

ପଖାଳର ଭାଉ ବଢିବ

ଏଇ ଶରୀରଟା 

ସବୁ ଛାଡ଼ିଦେଇ

ଶୀତଳ ପଦାର୍ଥ ଲୋଡିବ ।

ଶୀତଳ ପଦାର୍ଥ

ବେଶି ଖାଇଦେଲେ

ଇସୋନଫୁଲିଆ ବଢିବ

ପଖାଳ ଭାତ 

କଂସାଏ ଖାଇଲେ

ନିଦୁଆ ନିଦୁଆ ଲାଗିବ ।

ଖରାରେ ତରାରେ

ବୁଲା ବୁଲି କଲେ

ଅଂଶୁଘାତରେ ପଡିବ

ଖରା ବେଳଟାରେ

ଯଦି କାମପଡ଼େ

ଛତା, ପାଣି ସାଙ୍ଗେ ଲୋଡିବ

କଳା ଚଷମାଟେ ପିନ୍ଧିବ ।।


 


Rate this content
Log in

Similar oriya poem from Abstract