STORYMIRROR

Sunanda Mohanty

Action Classics Inspirational

4  

Sunanda Mohanty

Action Classics Inspirational

ଗଣେଷ ଚତୁର୍ଥୀ 

ଗଣେଷ ଚତୁର୍ଥୀ 

1 min
0


ଏକଦନ୍ତ ମହାକାୟ 
ପ୍ରଭୁ ଗଜାନନ 
ସିଦ୍ଧି ବୁଦ୍ଧି ବିଦ୍ୟା ଦାତା 
ଘେନ ପୂଜନ 
ଗୌରୀ ପୁତ୍ର ଗଣେଷ 
ଚତୁର୍ଥୀ ଦିନ 
ଭାଦ୍ରବରେ ଗଣନାଥ ପୂଜି 
ବିଦ୍ୟାଳୟ ବିଶ୍ୱ ଭବନ 
ମହାବିନାୟକ ତୁମେ ଗଣପତି 
ମୂଷିକ ବାହାନ 
ତୁମ ପୂଜା ଘଣ୍ଟ ଘଣ୍ଟି ବାଜା 
ହୋମ ସମାପନ 
ପିଲାମାନେ ନବବସ୍ତ୍ର ବିଭୂଷିତ 
ଦେଖି ତଵ ଆଗମନ 
ନଡିଆ ବାଡେଇ ଭୋଗ କରି 
ଚଳିବେ ସଦନ 
ତା ପରଦିନ ଆସି ଗଣେଷ ଭଗବାନ 
ଦେଇ ବିସର୍ଜ୍ଜନ 
ବିଦ୍ୟା ଆରମ୍ଭ କରିବେ ସେଦିନ 
ପୁଣି ଆରବର୍ଷ ଏହି ଦିନ 
ଭାଦ୍ରବ ଚତୁର୍ଥୀ ନେଇ 
ପଧାରିବେ ଗଣେଷ ଭଗବାନ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Action