STORYMIRROR

Sunanda Mohanty

Abstract Action Inspirational

4  

Sunanda Mohanty

Abstract Action Inspirational

ଗୁରୁ ଭକ୍ତି 

ଗୁରୁ ଭକ୍ତି 

1 min
1


ରଙ୍ଗ ସବୁ ଋତୁଙ୍କଠୁ ଆଣି 
ଭରିବା ଗୁରୁଙ୍କ ଚିତ୍ର ଚୈତନ୍ୟ 
ରସ ସବୁ ଫଳ ରୁ ଆଣି ଖୁଆଇବା 
ନିଜ ହାତେ ଭରି ଭରା ଚନ୍ଦନ 
ଗଛର ଛାଇ ପାଣି ଆଣି ରଖିବା ନଈ 
ଗୁରୁଙ୍କ ପାଦ ଧୋଇ ଥୋକେ ଉଦକ 
ଗର୍ଭରେ ଦେବା ପକାଇ 
ଗୁରୁଜ୍ଞାନ ଉଠିବ ଚେଇଁ 
ଆଶୀର୍ବାଦ ମିଳିବ ତହିଁ 
କୃପା ପାରାବାର ଗୁରୁଙ୍କ ଅପାର 
ବରଷିବ କରୁଣା ନଈ 
ଗୁରୁ ଦକ୍ଷିଣା ଦେବାକୁ ନୋହିବା ନିରିମାଖି 
ଧନ ଧାନ୍ୟ ନୁହେଁ କେବଳ ମନ ମୁନ ଚୈତନ୍ୟ 
ଲଗେଇ କରିଲେ ଗୁରୁପୂଜନ 
ଆଉ କିଛି ଏ ଜୀବନେ ଲୋଡ଼ା ନାହିଁ
ଗୁରୁଭକ୍ତି ଥିଲେ ମିଳିଯିବ ମୁକ୍ତି ଶାନ୍ତି ପ୍ରୀତି 
ଜୀବନେ ସଦ୍ଭାବନା ଆସ୍ୱାଦନ 
ଅନ୍ଧାରରୁ ଆଲୋକ ଆଡକୁ ନେବ ଜୀବନ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract