ମୁଁ ଅସହ୍ୟ
ମୁଁ ଅସହ୍ୟ
ସମୟର ଏ ଲାଛଂନା
କେତେ ଆଉ ସହିବି,
ଭାଗ୍ୟକୁ ଦୋଷ ଦେଇ
କେତେ ଆଉ ନୀରବ ରହିବି,
ମୁ ଅସହ୍ୟ,
ମୁଁ ନିରୁପାୟ,
କର୍ତ୍ତବ୍ୟର ମିଛ ପଜୁଂରିରେ।
ସମୟର ଏ ଲାଛଂନା
କେତେ ଆଉ ସହିବି,
ଭାଗ୍ୟକୁ ଦୋଷ ଦେଇ
କେତେ ଆଉ ନୀରବ ରହିବି,
ମୁ ଅସହ୍ୟ,
ମୁଁ ନିରୁପାୟ,
କର୍ତ୍ତବ୍ୟର ମିଛ ପଜୁଂରିରେ।