STORYMIRROR

Sudhashree Bhattamisra

Abstract

3  

Sudhashree Bhattamisra

Abstract

ଛଳନା

ଛଳନା

1 min
271

ପଥର ନୁହେଁ ହୃଦୟ ମୋର

ସ୍ପନ୍ଦନ 

କହୁଛି ତୁମର

ପଥର ନୁହେଁ

ହୃଦୟ ମୋର

ଶୁଣିଛ ସ୍ପନ୍ଦନ ତୁମର

ନିଜକୁ ପଚାର

ପଥର ନୁହେଁ

ହୃଦୟ ମୋର

ଵୁଝିଛି

ଛଳନା 

ତୁମର

ପଥର ହେଲି ତୁମରି ପାଇଁ

ପଥର ହୃଦୟ ମୋର

ଶୁଣିଛି

ସ୍ପନ୍ଦନ

ତୁମର

ଜଳିଛି ଯାତନା

ଶୁଣିଛି

ସ୍ପନ୍ଦନ

ଲେଖିଛି

ଅମର ଅକ୍ଷର

ପଥର ନୁହେଁ

ହୃଦୟ

ମୋର

ତଥାପି ହେଇଚି ପଥର

ବୁଝିଛି 

ଛଳନା

ତୁମର 


  


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Sudhashree Bhattamisra

ଛଳନା

ଛଳନା

1 min ପଢ଼ନ୍ତୁ

ହୃଦୟ

ହୃଦୟ

1 min ପଢ଼ନ୍ତୁ

ବାଜି

ବାଜି

1 min ପଢ଼ନ୍ତୁ

ବାଜି

ବାଜି

1 min ପଢ଼ନ୍ତୁ

ଠିକଣା

ଠିକଣା

1 min ପଢ଼ନ୍ତୁ

ପଦ୍ମ

ପଦ୍ମ

1 min ପଢ଼ନ୍ତୁ

ମିଳନ

ମିଳନ

2 mins ପଢ଼ନ୍ତୁ

Similar oriya poem from Abstract