STORYMIRROR

Sunanda Mohanty

Inspirational Thriller Others

4  

Sunanda Mohanty

Inspirational Thriller Others

ଗୁରୁ ପୂଜନ 

ଗୁରୁ ପୂଜନ 

1 min
1


ରଖିଛି ସାଇତି ଫୁଲ ଦୁବ ଚନ୍ଦନ 
କରିବାକୁ ଗୁରୁ ପଦ ବନ୍ଦନ 
ପାଇବାକୁ ଗୁରୁଜ୍ଞାନ 
ସୁଜନେ ଶୁଣ ଦେଇ ମନ କର୍ଣ୍ଣ 
ଗୁରୁପୂଜନ କରି ଆତ୍ମନ 
କର ନିରୀକ୍ଷଣ ବଦଳିବ ଜୀବନ 
ଆଶୀର୍ବାଦ ଦେଵେ ଗୁରୁ ପାଇ ସ୍ପନ୍ଦନ 
ଗୁରୁଦିବସରେ ଗୁରୁଙ୍କୁ ପୂଜିଲେ 
ଆକାଶ ପୃଥିବୀ ପାତାଳେ କମ୍ପନ 
ନଦୀରେ ବନ୍ୟା ଆସିବ ନାହିଁ 
ସମୁଦ୍ରରେ ସୁନାମୀ ଉଠିବ ନାହିଁ 
ଗଛ ଦେଉଥିବ ରସାଳ ଫଳ 
ପତ୍ର ଗହଳ ରେ ପକ୍ଷୀର ବେଳକାଳ 
ଗୁନ୍ଥି ଫୁଲହାର ଯିବା ବଉଳ 
ରାଧାକ୍ରିଷ୍ଣନଙ୍କ ପାଳିବା ଜନ୍ମଦିନ 
ତାଙ୍କ କଥା ଶ୍ରବଣ ଓ କଥନ 
ପଠନେ ଲଗାଇ ମନ ମୁନ ଚୈତନ୍ୟ 
ପାଠ ପଢି ହୋଇ ଜଗତଜିତା
ଗୁରୁ ତୁଲ୍ୟ ପିତା ଓ ମାତା 
ଶିକ୍ଷକ ଗୁରୁ ଯେ ଦିଅନ୍ତି ଜ୍ଞାନ 
ମହକରେ ତାର ଭରୁ ଭରା ଜୀବନ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational