STORYMIRROR

Sunanda Mohanty

Abstract Thriller Others

4  

Sunanda Mohanty

Abstract Thriller Others

ମନ ବୋଲ ମାନେ ନାହିଁ 

ମନ ବୋଲ ମାନେ ନାହିଁ 

1 min
3


ଏମିତି କେତେ କଥା 
କହିହୁଏ ନାହିଁ 
ଏମିତି କେତେ ମନ 
ରଖିହୁଏ ନାହିଁ 
ଏଇତ ଜୀବନ ବୋଲି 
ଭାବିବା କଷ୍ଟ 
ମନ ନବୁଝିଲେ କାମ ନଷ୍ଟ 
ଡାକି ଡାକି ଇଷ୍ଟ 
କିଏ ଚାଲେ କେତେ ବାଟ 
ଆଖି ଉଠାଏ ଯେବେ ଫଟ 
ମନ ମଧ୍ୟରେ କେତେ ଫାଟ 
ଅଡା ଆକଟ କବାଟ 
ନୁହେଁ ଏପଟ ସେପଟ 
ମନ ପେଡି ଚାବି ପଡି 
କହୁଥାଏ ମତେ ଫିଟା 
କରିବାକୁ ନାଟ 
ମନ ଜମା ବୁଝେନାହିଁ 
ବାନ୍ଧିଛି ଜମାଟ 
ଆଖି ଯେତେ ସାକ୍ଷୀ ଥାଉ 
ମନ କିନ୍ତୁ ଘାଟ ଘଟ
ଫିଟିବାକୁ ଚାବି କାହିଁ 
ଖାଲି ଛଟପଟ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract