Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sumitra Nayak

Fantasy Inspirational Others

4.0  

Sumitra Nayak

Fantasy Inspirational Others

ଘରଚଟିଆ

ଘରଚଟିଆ

1 min
303


ଘର ଚଟଆ

ଚାଳ ଘରେ ତାର ବସା ଛୋଟିଆ ।


ଘର ଚଟିଆ

କିଚିରିମିଚିରି ଶବଦ ଭାରି ବଢିଆ ।


ଘର ଚଟିଆ

ଛୋଟ ପକ୍ଷୀ ଟେ ଡେଣାଁ ଛୋଟିଆ ।


ଘର ଚଟିଆ

ଘରେ ରୁହେ ସେ କିନ୍ତୁ ପଞ୍ଜୁରୀ ବିନା।


ଘର ଚଟିଆ

ଖାଦ୍ୟ ସଂଗ୍ରହ ପାଇଁ ଯାଏ ବଢିଆ।


ଘର ଚଟିଆ

ଛୋଟ ଛୋଟ ଥଣ୍ଟ ଭାରି ମୁନିଆ।


ଘର ଚଟିଆ

କୋଠା ମହଲ ରେ ନାହିଁ ତା ବସେରା ।


ଘର ଚଟିଆ

ଲୋପ ପାଇଲେଣି ତାଙ୍କ ନାହିଁ ମସିହା।


ଘର ଚଟିଆ

ଉଡୁନାହାନ୍ତି କାହିଁ ଗଗନେ ହୋଇ ବାୟା।


ଘର ଚଟିଆ

ଧୀରେ ଲୁପ୍ତ ପାଇଲେଣି ନାହିଁ ଛାୟା।



Rate this content
Log in

Similar oriya poem from Fantasy