STORYMIRROR

Hemanta Patra

Abstract

3  

Hemanta Patra

Abstract

***ଗାଉଁଲି ଝିଅ***

***ଗାଉଁଲି ଝିଅ***

1 min
12K

ଗାଉଁଁଲି ଝିଅ ନୁହଁଇ ଗୋରି

ସାବନା ସାବନା ତନୁ ପାତଳି

ଭାରି ଶରମି ଭାରି ଲାଜେଇ

ପାଦରେ ପାଉଁଜି କାନରେ ଝୁୁମୁୁୁକା

ମଥାରେ ଟିକିଲି ହାତରେ ଚୁୁଡି

ପିନ୍ଧି ସୁୁୁତା ଶାଢୀ

ମୁୁଣ୍ଡରେ ଲମ୍ବା ବେଣୀ

କହିିିଦିଏ ତାର ଅନେକ କାହାଣୀ।

ତା ଆଖି କହେ ଅଳପ କିିଛି

ତା ଓଠର ନିରବତା

କହିିିଥାଏ ଅନେକ କଥା

ତାହାରି କଥା ତାହାରି ଭାଷା

ତାହାରି ସ୍ୱପ୍ନ ତାହାରି ଆଶା

ତା ଲାଜ ଲାଜ ସରମି ଚାହାଣି

ମନକୁ ନିଏ କିଣିି।

ଗାଉଁଲି ଝିିିଅ ସେ ଅଳ୍ପ ପାଠୋଇ

ସମସ୍ତଙ୍କର ସେ ଅତି ଗେହ୍ଲେଇ

ହସଟି ତାହାର

ଝରା ସେଫାଳି

କଳା ମେଘି କେଶେ

ସମ୍ଭାରେ ମଲ୍ଲୀ ଟଗର

ସମସ୍ତଙ୍କର ସେ ଅତି ନିିିଜର।

ସପନରେ ସେତ ରାଜ ଜେମା

ରୁପରେ ରୁପରେ ଅନୁୁୁପମା

ଗାଉଁଲି ଝିିିଅ ସେେ ଗାଁଁ ସୁୁନ୍ଦରୀ

ପ୍ରେମ ବଳୟରେ ଭରା କୁଆଁରୀ

କାଖରେ କଳସି ମୁୁଣ୍ଡରେ ଗରା

ଚାଲିଲେ ଝରଇ ଶ୍ୱେତ ମୁୁୁକୁତା

ଚାରୁ ଚନ୍ଦ୍ରମୁୁୁଖି ସେ ଜଗତ ଜିିିତା।

ଉଡିିିବାକୁ ଚାହେଁ

ସେ ଡେଣା ମେଲେଇ

ଭାରି ଇଛା ତାର

ଶିର୍ଶକୁ କରିବାକୁୁ ସ୍ପର୍ଶ

ଆର ଗାଁ ଟୋକା କରନ୍ତିି ଭିିିଡ

କରିିିବାକୁ ତାକୁ ଅତି ନିଜର

ତାକୁ ବାହା ହୋଇ

ଯିଏ କରିବ ସଂସାର

ତା ଜୀବନେ ସାତ ରଙ୍ଗ ଯିବ ଭରି

ମନ ଆକାଶରେ ତାରାଫୁଲ ହୋଇ

ଘରକୁ କରିବ ସେ ସରଗପୁର।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract