STORYMIRROR

Gitanjali Pujapanda

Abstract

3  

Gitanjali Pujapanda

Abstract

ଏମିତି ହୁଅନ୍ତାନି

ଏମିତି ହୁଅନ୍ତାନି

1 min
255

ଏମିତି ହୁଅନ୍ତା ନି ସବୁ କଥା ଚାଲି ଚଳନ 

ବୁଦ୍ଧି ବିବେକ ସବୁ ନିସ୍ୱାର୍ଥ ପର ହୁଅନ୍ତା ।

ରାଗ ରୁଷା ଅଭିମାନ ବୋଲି କିଛି ବି ନ ଥାନ୍ତା 

ଆଉ କାହାର ପ୍ରସଂଶାରେ ମନେରେ

ଅହଂଙ୍କାରର ନିଆଁ ନ ଜାଳି ତା ପାଇଁ ଆତ୍ମ ଖୁଶି ହୁଅନ୍ତା ।

ସବୁ କଥା ରେ ମୁଁ!! ମୋର !!ନଥାଏ ଆମେ ରହିଲେ 

କେମିତି ହୁଅନ୍ତା ବୋଧେ ଦୁଃଖ କୁଆଡେ ଉଭେଇ

ଯାଆନ୍ତା!!

ତୋର ମୋର ଆଉ ରୁହନ୍ତା ନାହିଁ !!

ଧନୀ ଗରିବ ବଡ଼ ସାନର ଭେଦଭାବ ଟଙ୍କାରେ ନୁହେଁ ମନରେ ଗଣା ହୁଅନ୍ତା ସତେ 

ସେମିତି କଣ ଗୋଟେ ପୃଥିବୀ ଅଛି ???

ଯେଉଁଠି ବିନା ପ୍ରଶ୍ନରେ ସମସ୍ୟାର ସମାଧାନ 

ଖୁବ ସରଳ ଭାବେ ହେଇ ଯାଆନ୍ତା।

ପ୍ରକୃତ ରେ ଏମିତି ହୁଅନ୍ତା କି ପୃଥିବୀଟି  

ମାୟା ମୋହ ,ଛଳ କପଟ ରାଗ ରୁଷା ଆଉ 

 ଅଭିମାନ ଶୂନ୍ୟ!!!



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract