STORYMIRROR

Jyotsna Acharya

Abstract Inspirational Others

3  

Jyotsna Acharya

Abstract Inspirational Others

ଏକତ୍ରିତ

ଏକତ୍ରିତ

1 min
210

କାହା ପାଇଁ ଯଦି

ଶୁଭ ମନାସିବା

ନିଜ ପାଇଁ ହୁଏ ଶୁଭ।

ଛନ୍ଦ କପଟରୁ

ନିବୃତ୍ତ ରହିବା

ଉଚ୍ଚ ଚିନ୍ତନର ମାର୍ଗ।

କର୍ମ କରୁଥିବା 

ଧର୍ମ ସାହାରେ

ମନରେ ନରଖି ଗର୍ବ।

ଶ୍ରଦ୍ଧା ସବୁରୀ

ମନ ଗୁଣଟିରେ

ଜୀବନର ମୂଳ ମନ୍ତ୍ର।

ଉଦାର ଚିତ୍ତରେ

ସ୍ନେହ ଶାନ୍ତିଟିରେ

କର୍ମେ ରଖି ମନ ଏକତ୍ରିତ।


Rate this content
Log in

Similar oriya poem from Abstract