STORYMIRROR

SR Padmalaya65 Mishra

Tragedy

4  

SR Padmalaya65 Mishra

Tragedy

ଏକାନ୍ତ ନିଜର

ଏକାନ୍ତ ନିଜର

1 min
172

ଏବେ ମୋର ଚିରସ୍ରୋତା ଲୁହ

ନିଜ ଜିନିଷପ୍ରତି ମୋର ଭାରି ମୋହ

ମୋ ଲୁହରୁ ଦି ଟୋପା ଭାଗ

କାହାକୁ ଦେବିବୋଲି ଭାବୁଛି ଯେ

ପାଉନି ଗୋଟେ ହୃଦୟ

ଏକା ପିଇଚାଲିଛି ମୋର

ଆଦୌ ସରୁନଥିବା

କେତେବେଳେ ଆଖିରୁ ତ

କେତେବେଳେ ଆନ୍ତରରୁ

ଝରୁଥିବା ଲୁହ ଆଉ

ଝରିପାରୁନଥିବା କୋହ ।


Rate this content
Log in

Similar oriya poem from Tragedy