STORYMIRROR

SR Padmalaya65 Mishra

Abstract

3  

SR Padmalaya65 Mishra

Abstract

କାଳ

କାଳ

1 min
200

କାଳ ହିଁ ମଣିଷଙ୍କ ପାଇଁ

ଆସେ ଅକାଳରେ

କେହି କେବେବି ତାପାଇଁ

ତୟାର ନଥାଏ ଯେତେବେଳେ


କାଳ ପାଇଁ ସବୁତ କାଳ

ଦିନ , ରାତି , ସଞ୍ଜ , ସକାଳ

ଜୀବନକୁ ଭଲପାଉଥିବା

କାହାପାଖରେବି ସେ

କେବେ ସାଙ୍କୁଡିଯାଇନି

ଧନୀ, ମାନୀ

କାହା ଆଗରେ ବି

ଝୁଣ୍ଟିପଡିନ


କିଛି ବି କେତେବେଳେ

ଭୁଲ୍ ହେଇପାରେ

କାଳ କିନ୍ତୁ

ଏକମାତ୍ର ସତ

କୀଟଠୁ ମଣିଷ ପର୍ଯ୍ୟନ୍ତ

ଗତିରେ ଅନନ୍ତ ସେ

ବ୍ଯାପ୍ତିରେ ଅନନ୍ତ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract