STORYMIRROR

Subhashree Behera

Abstract

3  

Subhashree Behera

Abstract

ନିୟତିର ଖେଳ

ନିୟତିର ଖେଳ

1 min
172

ସ୍ରଷ୍ଟାଙ୍କ ଆଦେଶରେ ଆମେ ସବୁ ପରିଚାଳିତ

ତାଙ୍କ ଇଙ୍ଗିତରେ ହିଁ ଆମେ ପରିବେଷିତ

ତାଙ୍କ କୃପାରେ ହିଁ ଆମେ ଅଧିକୃତ

ହେଲେ ଏ ନିୟତିର ଖେଳ ବି ଆମ ପାଇଁ ପରିଦୃତ

ସୁଖ ଦୁଃଖ ଭରା ଏ ଜୀବନର ଖେଳରେ ଆମେ ଆଦୃତ

କିନ୍ତୁ ଆମେ ଭୁଲି ଯାଉଚେ ଯେ

ଏ ସୃଷ୍ଟିର ସର୍ଜନାରେ ନିୟତିର ଖେଳ ସ୍ଥିରୀକୃତ

ଆମେ ଖାଲି ତାହାର ଦାସତ୍ୱ ।


Rate this content
Log in

Similar oriya poem from Abstract