Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Jyotsna Acharya

Abstract Inspirational Others

3  

Jyotsna Acharya

Abstract Inspirational Others

ପରିଭାଷା

ପରିଭାଷା

1 min
245


ସୁନ୍ଦରତା, ସତରେ କଣ?

କୋମଳ ମନର,

ଦୟା,କ୍ଷମା ଗୁଣର ପରିଭାଷା-

ନା"

ଦ୍ବିପହରର ଉତ୍ତପ୍ତ ଝାଞ୍ଜି ଖରାରୁ

ଉପଶମ ସେହି ସଂଧ୍ୟା ସମୟର 

ଶାନ୍ତ ଶୀତଳ ଥଣ୍ଡା ଝଲକାଏ ପବନ-

ବା

ସକାଳର ଅନୁଭୂତି 

ସେହି ଦିବ୍ୟତାର 

ଦୂବ ଫୁଲରେ ସଜ୍ଜିତ-

ମା"

ବନ୍ଦ ଆଖିରେ ଦେଖି ପାରୁଥିବା,

ବିନା କାନରେ ଶୁଣି ପାରୁଥିବା -

କିଛି ଶବ୍ଦ ତରଙ୍ଗର-

ନା"

ଶୀତ-ବସନ୍ତ 

ପରିବର୍ତ୍ତିତ ଋତୁଚକ୍ର ପରିବର୍ତ୍ତନରେ

ମହୀର ଅପରୂପ ସୌନ୍ଦର୍ଯ୍ୟର-

ନା"

ମଣିଷ ନିଜକୁ ତନ୍ନତନ୍ନ କରି ବୁଝି ପାରିଥିବା 

ଏବଂ

ନିଜକୁ ଭଲ ପାଇ ବାର ନାଁ 

ବୋଧହୁଏ ସୁନ୍ଦରତା ।


Rate this content
Log in