Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

SR Padmalaya65 Mishra

Abstract

2  

SR Padmalaya65 Mishra

Abstract

ଭୋକିଲା ମଣିଷର ଶିକାର

ଭୋକିଲା ମଣିଷର ଶିକାର

1 min
267


ଭୋକ ସବୁବେଳେ ତୀବ୍ର

ସେ ମନର ହେଉ କି ଦେହର

ସେ ଉଦରର ହେଉ କି ହୃଦୟର


ଏଠି ଖାଦ୍ୟ ପାଇଁ ଭୋକ ପ୍ରବଳ

ଲାଳସା ପାଇଁ କୋଉ କମ୍ ଯେ

ସେ ଲାଳସା ଟଙ୍କାର , ରୂପର ,

କ୍ଷମତାର , ଆତ୍ମବଡିମାର

କେଉଁଠି ନୃଶଂସତାର ତ

ଆଉ କେଉଁଠି ପାଶବିକତାର


ସବୁଠି ତୀବ୍ରତା ଭୋକର

ନିସ୍ତାର ନାହିଁ କାହାର

ଭୋକିଲା ମଣିଷର

ଅବା

ଭୋକ ସମ୍ଭାଳିନେଉଥିବା ମଣିଷର


ଭୋକ ସମ୍ଭାଳିନେଉଥିବା ମଣିଷଟିଏ ବି

କେଉଁ ମୁହୂର୍ତ୍ତରେ ହେଇପାରେ

କେଉଁ ଭୋକିଲା ମଣିଷର ଶିକାର ।



Rate this content
Log in

Similar oriya poem from Abstract