Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Satyanarayan Sahoo

Horror Tragedy Thriller

3  

Satyanarayan Sahoo

Horror Tragedy Thriller

ଏକ ଭୟାନକ ଦୁର୍ଘଟଣା

ଏକ ଭୟାନକ ଦୁର୍ଘଟଣା

1 min
190



ହଠାତ ଯେ ମାଡି ଆସିଲା ଆଗକୁ ଗାଡ଼ି 

ନିମିଷକେ ଘଟି ଗଲା ଭୀଷଣ ଟ୍ରାଜେଡି ।

ଚାହୁଁ ଚାହୁଁ ଲୋପ ହେଲା ଅନେକ ଜୀବନ

ସ୍ମୃତି ଅନୁଭୂତି କେବେ ନୁହେଁ ବିସ୍ମରଣ ।

ମନରୁ ନ ଲିଭେ କେବେ ସେ ଭଳି ଘଟଣା

କେଡେ ଚମତ୍କାର ଥିଲା ଆହା କି ମାରଣା ।

ବାଇକି ଆରୋହୀଟିକୁ ସାଇଡ ଦେବାକୁ

ବୁଲାଇ ବଙ୍କାଇ ଦେବାରୁ ସେ ବସ ଟିକୁ ।

ଗଡି ଚାଲିଗଲା ଚକ ତା ଆଗ ପଟକୁ

ଯମ ଜଗି ଥିଲା କିବା ଏଇ ମୁହୁର୍ତ୍ତ କୁ ।

ସାଇଁ କିନା ଆଗ ପଟୁ ଅନ୍ୟ ଏକ ବସ

ଆସି ତୀବ୍ର ଧକ୍କା ମାରିବାରୁ ହେଲା କ୍ରସ ।

ଚୂର୍ଣ୍ଣିଭୂତ ହୋଇ ଗଲା ଦୁଇ ଗୋଟି ଯାନ

ନିମିଷକେ ବହୁ ଲୋକଙ୍କ ମୃତ୍ୟୁ ବରଣ ।

କରିଥିଲେ ତାହିରେ ସେ ଆକସ୍ମିକ ଭାବେ

ଶତାଧିକ ଲୋକ ହେଲେ ଇଞ୍ଜଡ ସେ ଠାବେ ।

ଆହା କି ରହସ୍ୟ ଭରା ଓ ପ୍ରାଣ ଟାଙ୍କୁର।

ଅନୁଭବୀ ମନେ ସୃଜେ ଅନ୍ତର୍ଦାହ ଧାରା ।



Rate this content
Log in