STORYMIRROR

Padmalaya Mishra

Inspirational Others Children

4  

Padmalaya Mishra

Inspirational Others Children

ଏଇ ମୋ ଭାରତ ଭୂମି

ଏଇ ମୋ ଭାରତ ଭୂମି

1 min
11

ଏଇ ମୋ ଭାରତ ଭୂମି

ପ୍ରେମ ସମ୍ପର୍କରେ ବନ୍ଧା 

କୋଣ ଅନୁକୋଣ

ମସ୍ତକେ ହିମାଳୟ ନଭଶ୍ଚୁମ୍ଭୀ ।।

ଏଇ ମୋ ଭାରତ ଭୂମି

ଅନେକ ସଂସ୍କୃତିର ଗନ୍ତାଘର ଇଏ

ମୈତ୍ରୀ ଭାଷା ବୁଝନ୍ତି ସଭିଏଁ

ସାଗର ନିରନ୍ତର ପାଦ ଚୁମି ।।

ଏଇ ମୋ ଭାରତ ଭୂମି

ଶସ୍ୟ ସମ୍ପଦରେ ପରିପୂର୍ଣ୍ଣ

ସୁନାର ଲହରୀ ଖେଳୁଛି

ପବନର ସାଥେ ଝୁମି ଝୁମି ।।

ଏଇ ମୋ ଭାରତ ଭୂମି

ଥାଉ ଯେତେ ଭେଦଭାବ

ସୌହାର୍ଦ୍ଦ୍ୟପୂର୍ଣ୍ଣ ବାତାବରଣ

ଭାବ ଦିଆନିଆ ଏଠି ନରମି ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational