STORYMIRROR

Reeta aparajeeta Mohanty

Inspirational

3  

Reeta aparajeeta Mohanty

Inspirational

ବାକି ରହିଯାଏ କିଛି ତଥାପି

ବାକି ରହିଯାଏ କିଛି ତଥାପି

1 min
235

ସବୁ କଥା କହି ହୁଏନି

କିଛି କଥା କହି ହୁଏନି

ନିରବ ମନ ର ଅନେକ ବ୍ୟଥା

ମନରେ ଗୁନ୍ଥା ହୋଇ ରହିଯାଏ

ଯେମିତି ଫୁଲକୁ ସମସ୍ତେ ଦେଖନ୍ତି

ହେଲେ ତା ସୁରଭିକୁ ମନ ଭରି ବୁଝନ୍ତି

ହେଲେ ତା ବେଦନା କେହି ବୁଝେନା

ଅଳ୍ପ ସମୟ ସଭିଙ୍କ ମନ ରେ ଖୁସି ଦେଇ 

ଫୁଲଟି ଯାଏ ଝରି ।

ତା ହୃଦୟ ର ଅନେକ ବେଦନା

ତା ହୃଦୟ ରେ ରହିଯାଏ।

ସେ ପ୍ରଭୁପାଦରେ ରହିବାକୁ ଚାହୁଁଥିଲl

ଅନେକ ଦିନ 

ସେ ସୈନିକ ଙ୍କ ପାଦତଳେ ଶୋଭା ପାଇବାକୁ

ଚାହୁଁଥିଲl

ଫୁଲ ମନର ଅନେକ କଥା 

ତା ମନରେ ରହିଯାଏ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational