ମମତା
ମମତା
ମମତା ସୁନ୍ଦର ଶବ୍ଦ ଟିଏ
ତା ବିନା ଆମ ଜୀବନ ଅଧା
ମା ଯେବେ ଶିଶୁ ମମତା
ଦେଇ ଲାଳନ ପାଳନ କର
ତେବେ ସିନା ବଡ଼ ମଣିଷ ହୁଏ।
ମମତା ର ଫୁଲ ପାଇଁ
ଏ ସଂସାର ହସେ।
ଗଛ ପ୍ରତି ମାଳି ର ମମତା
ଭକ୍ତ ଙ୍କ ଭଗବାନ ଙ୍କ ସ୍ନେହ ମମତା
ପାଇଁ ଏ ସଂସାର ସୁନ୍ଦର ଲାଗୁଛି।
ଧନୀ ,ଗରିବ ଜାତିଆଣ ଭାଵ ମନରେ
ନ ରଖି ସମସ୍ତଙ୍କୁ ମମତାର ଗଙ୍ଗା ଡାଳିବା
ତେବେ ଏ ଦୁନିଆ ହସିବ
ସତ ରେ ହେବ ନାହିଁ ଯୁଦ୍ଧ ଆଇ ହିଂସାରେ।