STORYMIRROR

Manaswinee Dash

Inspirational

3  

Manaswinee Dash

Inspirational

ମୁଁ ଗୋଟେ ଟିକି ତାରା

ମୁଁ ଗୋଟେ ଟିକି ତାରା

1 min
200

ମୁଁ ଗୋଟେ ଟିକି ତାରା, 

ମିନ୍ଜି ମିନ୍ଜି ଆଲୁଅରେ ଭରା, 

ରହେ ମୁଁ ବହୁତ ଦୂରେ, 

ଆସେନି କା ହାତ ପାହାନ୍ତାରେ। 


ଦୂରରେ ଥାଇ ଦେଖିଲେ ମୁଁ ଲାଗଇ ଖୁସି, 

ପ୍ରେମ ଟିକକ ପଇଁ ମୁ ଯାଏ ତରସି, 

ସଦା ଥାଏ ସାନ୍ଗସାଥୀ ମେଳେ, 

ଦେଖାଦିଏ ସଂଜ ହେଲେ। 


ମୋ ସହ କଥା ହବା ପାଇଁ ନାହିଁ କାହାର ସମୟ, 

ରାତିରେ ସଭିଏଁ ବିଶ୍ରାମ ନିଅ, 

ଦୁଖ ସୁଖ ଶୁଣିବା ପାଇଁ, 

ମୋ ପାଖରେ କେହି ନାହିଁ। 


ମୁଁ ମିନ୍ଜି ମିନ୍ଜି ଆଲୁଅ ଦେଇ, 

ମୋ ଊପ ସ୍ଥିତି ଦିଏ ବତାଇ, 

ତଥାପି କେହି ଆସନ୍ତି ନାହିଁ, 

ରହିଥାଏ ମୁଁ ଦୁଖୀ ହୋଇ। 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational