STORYMIRROR

Sunanda Mohanty

Inspirational

3  

Sunanda Mohanty

Inspirational

ମମତା

ମମତା

1 min
141


ମମତା ହୃଦୟର କଥା

ମମତା ସହୃଦୟତା

ମମତା ବଞ୍ଚିବାର କଳା

ମମତା ପ୍ରୀତିର ମାଳା

ମମତା ଏମିତି ନଈ

ସୁଅରେ ତା ଗୁନ୍ଥା ହୋଇ

ପରିବାର ସମାଜ ରାଷ୍ଟ୍ର 

ଜୀବନ୍ତ ଜୀବନ୍ତ ଲାଗଇ

ଈଶ୍ଵର ଦତ୍ତ ସ୍ୱର୍ଗୀୟ ଫଳ

 ତୋଳେ ଯେ ସୁନେଲୀ ସକାଳ

ମମତା ଗୋଲାପର କଳି

ମାଗେ ଅଞ୍ଜଳି ଭଳି ଭାଳି

ମମତା ଚମକ୍ ପ୍ରୀତିରେ

ମମତା ଆହୁଲା ନାଆରେ

ମମତା ଭରେ ଭାରି ଅଞ୍ଜଳି

ମମତା ପ୍ରୀତି ମୈତ୍ରୀ ଶିକୁଳି

ମମତା ଥିଲେ ସ୍ୱର୍ଗ ମର୍ତ୍ତ୍ୟରେ

ମମତା ବିନା ଜୀଇଁବା କଷ୍ଟରେ

ମମତା ରାହା ସାହା ଆହା

ମାଗେ ମମତା ଟୋପେ ଯାହା



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational