STORYMIRROR

Bijaya Kumar Swain

Inspirational

3  

Bijaya Kumar Swain

Inspirational

ଏଇ ଆମ ପୃଥିବୀ

ଏଇ ଆମ ପୃଥିବୀ

1 min
2


ଏଇ ଆମ ପୃଥିବୀ

ଏଇ ଆମ ଧରିତ୍ରୀ

ନର ପଶୁପକ୍ଷୀ ସ୍ଥାବର ଜଙ୍ଗମ୍ କୀଟ

କୋଳ ରେ ତା ଧରିଛି।

ବଣ ପରବତ ନଦୀ ସାଗର ତା କୋଳ ରେ

କେଡେ ମନୋହର ଶୋଭା 

ମନ କିଣି ନିଏ ରେ

ଶରୀର କୁ ପୁଷ୍ଟ ପାଇଁ 

  ଶସ୍ୟ ଫଳ ଦେଉଛି।

ଏଇ ଆମ ଧରିତ୍ରୀ,,,,,,,,

ନାନା ରଙ୍ଗ ଫୁଲ ଫୁଟି ବାସ ରଙ୍ଗ ବିତରେ

ବିହଂଗ ଙ୍କ କଳରବେ ଏ ଧାରଣୀ

ହସେ ରେ

ଆମ ପାଇଁ ଯାହା ଲୋଡ଼ା ସବୁ ଖଞ୍ଜି ଦେଇଛି।

  ଏଇ ଆମ ଧରିତ୍ରୀ,,,,,

ବିଶ୍ଵ ପୃଥିବୀ ଦିବସ ଆସ ଆମେ ପାଳିବା

ଏଇ ମାଟି ମାଆ ପାଇଁ ସେବା ରେ ତା

ଲାଗିବା

ପୃଥିବୀ ରହିଲେ ସୁସ୍ଥ ଦୂର ହେବ ଦୁର୍ଗତି ।

  ଏଇ ଆମ ଧରିତ୍ରୀ

  ଏଇ ଆମ ଧରିତ୍ରୀ ।


     


Rate this content
Log in

Similar oriya poem from Inspirational