STORYMIRROR

ଡୁଲେଶ୍ବର କୁମାର ସାହୁ

Abstract Romance

4  

ଡୁଲେଶ୍ବର କୁମାର ସାହୁ

Abstract Romance

ଏହି ରାସ୍ତା

ଏହି ରାସ୍ତା

1 min
264


ଆସିଛି ମୁଁ ଗୋଟେ ରାସ୍ତା

ଯିବି ଗୋଟେ ରାସ୍ତା

ଏ ଦୁନିଆ ରେ ଅଛି ବୋଲି

ଜାଣେ ଗୋଟେ ରାସ୍ତା ll


ନିଦ ଠୁ ଚାଲିଯାଏ ସ୍ବପ୍ନ ପାଖେ ଯେବେ

ରାସ୍ତା ଅଛି ଗୋଟେ ରାସ୍ତା

ଏଇ ଗୋଟେ ରାସ୍ତା ll


ଅନେକ ମଣିଷ ଏଇ ରାସ୍ତା ଦେଇ ଯାଆନ୍ତି

ଭାରତ ଠୁ ଆମେରିକା

ଭୂବନେଶ୍ବର ଠୁ ଦିଲ୍ଲୀ

ନିତିଦିନିଆ ରାସ୍ତା କରି ଚାଳୁଛନ୍ତି

ଏଇ ଗୋଟେ ରାସ୍ତା ll


ଏ ରାସ୍ତା ଦେଇ ଯାଆନ୍ତି

ପ୍ରେମିକ ଓ ପ୍ରେମିକା ପାର୍କ ଭିତରକୁ 

ଫୁଲ ସହ କଥା ହବା ପାଇଁ

ଫୁଲ ଓ ଭୋଅଁରର ପ୍ରେମ ଦେଖିବା ପାଇଁ ll


ପାୟଲ୍ ଏଇ ରାସ୍ତା ଦେଇ ଯାଏ

ବିଦ୍ୟାଳୟ ହଉ ଅବା କଲେଜ କୁ ll


Rate this content
Log in

Similar oriya poem from Abstract