STORYMIRROR

kahnu charan sahu

Tragedy

3  

kahnu charan sahu

Tragedy

ଏ କେମିତିକା ଜୀବନ

ଏ କେମିତିକା ଜୀବନ

1 min
25



ଏ କେମିତିକା ଜୀବନ

ଯାହାକୁ ନିଜର ଭାବିଲା

ସେ ଆଉ କାହାର ହେଇଗଲା


ଏ କେମିତିକା ହୃଦୟ

ଯାହାକୁ ଖୁବ ଭଲ ପାଇଲା

ସେ ଦୂରେଇ ଗଲା


ଏ କେମିତିକା ଭାବନା

ଯାହା ମନ ଭବିଲା

ଆଖି ଲୁହରେ ଭିଜିଗଲା


ଏ କେମିତିକା ସ୍ବପ୍ନ

ନିଦରେ ଦେଖିବାର ଚେଷ୍ଟାକଲା

ହେଲେ ସ୍ୱପ୍ନ ସରିଗଲା 


ଏ କେମିତା ପ୍ରେମ

ଯାହା ସହ ପ୍ରେମ ହେଲା

ସିଏ ନ ବୁଝିଲା ।।


Rate this content
Log in