STORYMIRROR

Aruna Adhikari

Tragedy Inspirational

3  

Aruna Adhikari

Tragedy Inspirational

ଦୟା କର ଦୟାସାଗର

ଦୟା କର ଦୟାସାଗର

1 min
212

କେତେ ଦୁଃଖ, କଷ୍ଟ ମନରେ ନେଇ          

ଆସିଛି ମୁଁ ତମ ପାଖକୁ ଧାଇଁ।       

            

ଏତେ ଦୁଃଖ କଷ୍ଟ କ'ଣ ପାଇଁ                

ପାରୁନି ମୁଁ ଆଉ ଜମା ରୁ ସହି‌।     

              

ଏତେ ଅଶାନ୍ତି ଭାବ କାହିଁକି                   

ସହି ପାରୁନି ମୁଁ ଆଉ ଦୁଃଖ କତିକି।    

           

ଅସହାୟ ହୋଇ ପଚାରୁଛି ମୁଁ ତମକୁ        

ଉତ୍ତର ଦିଅ ଆସିଛି ମୁଁ ତମ ପାଖକୁ।         

      

ହେ କରୁଣାକର ଦୟାକର                  

ତୁମେ ହି ତ ସାଥୀ ମୋର।        

             

ଦୟାର ସାଗର                        

ତମେ ହିଁ ତ ଜଗତର ଠାକୁର।


Rate this content
Log in

Similar oriya poem from Tragedy