STORYMIRROR

Aruna Adhikari

Abstract Inspirational Others

3  

Aruna Adhikari

Abstract Inspirational Others

ଜନ୍ମ ଦିବସର ଶୁଭେଚ୍ଛା

ଜନ୍ମ ଦିବସର ଶୁଭେଚ୍ଛା

1 min
262

ଆପଣଙ୍କୁ ଜନ୍ମ ଦିବସର ଅଭିନନ୍ଦନ ଓ ଶୁଭେଚ୍ଛା।ଆପଣ ସବୁବେଳେ ଖୁସିରେ ରୁହନ୍ତୁ ଏତିକି ମୋର ଇଚ୍ଛା।  

ଆପଣ ହେଉଛନ୍ତି ମୋର ଗୁରୁ ଏବଂ ଭଗବାନ।ଆପଣ କରନ୍ତି ମୋତେ ଶିକ୍ଷାଦାନ।

ଆପଣ କରନ୍ତି ଶୁଭ ବୁଦ୍ଧି ପ୍ରଦାନ।

ଭଗବାନଙ୍କ ଚରଣରେ ମୀନତି ମୋର। 

ଆପଣଙ୍କୁ ସୁଖଶାନ୍ତିରେ ରଖନ୍ତୁ ଈଶ୍ୱର। 

ଆପଣ ହେଉଛନ୍ତି ଦାନର ବାରିଧି। 

ପାଳନ କରନ୍ତି ସବୁ କର୍ମ ଯାହା ଗଢି ଅଛି ବିଧି।ଆପଣଙ୍କ ହସରେ ଲୁଚି ରହିଥାଏ କେତେ ଦୁଃଖ ଯନ୍ତ୍ରଣା।  

ତଥାପି ଆପଣ କରନ୍ତି ନିଜ କେବେ ମନ ଉଣା।ସବୁବେଳେ ନିଜ କର୍ତ୍ତବ୍ୟ କରନ୍ତି । 

ଆମ ଖୁସି ପାଇଁ ନିଜର ଦୁଃଖକୁ ଭୁଲନ୍ତି।            

ଆମେ ଯେଉଁ ଉପହାର ଦେଲେ ମଧ୍ୟ ସବୁ ମୂଲ୍ୟ ହୀନ।   

ଏହା ତୁଳନାରେ ଯେ ଆପଣ କରନ୍ତି ଆମକୁ କେତେ ଶିକ୍ଷାଦାନ ।  

ଏତିକି କହି ଶୁଭେଚ୍ଛା କରୁଛି ମୁଁ ପ୍ରଦାନ।                


Rate this content
Log in

Similar oriya poem from Abstract