ମୋର ପ୍ରିୟ ମା
ମୋର ପ୍ରିୟ ମା


"ମା' ଗୋଟିଏ ଅକ୍ଷର ଯାହାର ନା।
କେତେ ସହଜରେ ନେଇଥାଉ ଆମେ ତାର ନା ।
କେତେ ଅଳି ଆମେ କରୁ ତା ପାଖେ।
କେତେ ରାଗ ରୁଷା ଛୋଟ ବେଳ ତକେ।
ତାର ସବୁ ଦୁଃଖ ଭୁଲି ।
ସବୁ ଶୁଣି ଥାଏ ଆମର ଅଳି।
ଯେତେବେଳେ ରାଗେ ଆମ ଉପରେ ।
ଆମେ କାନ୍ଦିଲେ ବୁଝାଏ କେତେ ଆଦରେ।
ମାଁ ପରି ଆଉ ନାହାଁନ୍ତି କେହି।
ଯିଏ ପାରେ ନାହିଁ ଆମ ଦୁଃଖ ସହି ।
ସେହି ସେନେହ ମୟୀ ମାଁ ଠାରେ କୋଟି ପ୍ରଣାମ।
ତାର ଆଶୀର୍ବାଦ ଥାଉ ମୁଣ୍ଡରେ ଆମ।