STORYMIRROR

Aruna Adhikari

Inspirational

3  

Aruna Adhikari

Inspirational

ଆମର ପ୍ରିୟ ଶିକ୍ଷକ

ଆମର ପ୍ରିୟ ଶିକ୍ଷକ

1 min
375

ଆପଣ ଶିକ୍ଷକ ହେଉଛନ୍ତି ଆମର।             

ଯାହାକୁ ଆମ ପାଇଁ ଗଢ଼ିଛନ୍ତି ଈଶ୍ୱର।              

ଆପଣ ହେଉଛନ୍ତି ଈଶ୍ୱରଙ୍କ ଦାନ।               

ଯିଏ କରନ୍ତି ଆମକୁ ଶିକ୍ଷା ଦାନ।                 

ଆପଣ ହେଉଛନ୍ତି ପ୍ରିୟ ଶିକ୍ଷକ ଆମର।             

ବାପା ମା ପରି ଆମ ଈଶ୍ୱର।                   

ଆପଣ ହେଉଛନ୍ତି ଆମ ଭଗବାନ।                 

ଆପଣ କରନ୍ତି ଶୁଭ ବୁଦ୍ଧି ପ୍ରଦାନ।                 

ଦୁଃଖୀରକୀ ଦୁଃଖ ସହି ନ ପାରି।                

ନିଜ ଖୁସି ତାଙ୍କୁ ଦେଇ ନିଜେ ନିଅନ୍ତି ଦୁଃଖର ବାରି।      

ଏତିକି କହି ମୁଁ ବନ୍ଦନା କରିବି ଆପଣଙ୍କ ଚରଣ।      

ଖୁସିରେ ରୁହନ୍ତୁ ସର୍ବଦା ଆପଣ  


Rate this content
Log in

Similar oriya poem from Inspirational