STORYMIRROR

Banalaxmi Mohanty

Abstract

4  

Banalaxmi Mohanty

Abstract

ଦୁଇ ଦୁଇ ଚାରି

ଦୁଇ ଦୁଇ ଚାରି

1 min
302

ଦୁଇ ଦୁଇ ଚାରି

ଯିବାନି କେଵେରେ ହାରି। 

ଚାରି ଦୁଇ ଛଅ

ସତ୍ କାର୍ଯ୍ୟରେ ମନ ଦିଅ। 

ଛଅ ଦୁଇ ଆଠ

ଅନ୍ଧକୁ ଦେଖାଅ ବାଟ। 

ଆଠ ଦୁଇ ଦଶ

ଜୀବନେ ଆରେ ଯଶ। 

ଦଶ ଦୁଇ ବାଆର

ଗୁରୁଜନ ପଦେ ଜୁହାର। 

ବାର ଦୁଇ ଚଉଦ 

ଆକାଶରେ କଳା ବଉଦ। 

ଚଉଦ ଦୁଇ ଷୋହଳ

ବର ଗଛର ଓହଳ।  

ଷୋହଳ ଦୁଇ ଅଠର

ବରଷା ଟପର ଟପର। 

ଅଠର ଦୁଇ କୋଡିଏ 

ଶୁଆ ସାରୀ ଯୋଡି। 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract