STORYMIRROR

Mrs. SASMITA DAS

Abstract

3  

Mrs. SASMITA DAS

Abstract

ଦୂର ଦିଗବଳୟ

ଦୂର ଦିଗବଳୟ

1 min
75

କିଛି ଭାବନାର ଭଙ୍ଗୀରେ

ଆନମନା ନୁହେଁ

ଅନ୍ଯମନସ୍କରେ ଛିଡ଼ା ହୋଇଥିବା ଝିଅଟି

କ'ଣ କ'ଣ ସବୁ ଭାବୁଥାଏ

କିଛି ନିତିଦିନିଆ କାର୍ଯ୍ଯକଳାପରେ

ସିମୀତ ନୁହେଁ ତା' ଭାବନା

ଆହୁରି ଅନେକ କିଛି

ସ୍ୱପ୍ନମୟ ,ଆବେଗମୟ

ସବୁଜୀମାମୟ

କେହି ଗାର ଟାଣ ତା'ସାମ୍ନାରେ

ତା'ର ସୀମାରେଖା ଦର୍ଶାଅ

ସେ ଦୂର ଦିଗବଳୟ

ଉଡ଼ୁଥିବା ପକ୍ଷୀମାନଙ୍କୁ ଚାହିଁଥାଏ

ତା' ଭାବନାର ସୀମା ଯେ 

ଆକାଶଠୁ ଆହୁରି ବିଶାଳ କହି

କାହାରିକୁ ଛୋଟ କରିଦିଏନି ା



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract