ରୁଦ୍ଧ ମନ ର କୋହ... ରୁଦ୍ଧ ମନ ର କୋହ...
ତତଲା ମାଟି ରୋଗିଣା ପାଣି, ପବନ ଅସଜଡା ପ୍ରକୃତି ବିଷର ଜ୍ଵଳାରେ ବିକଳାଙ୍ଗ ବିଶ୍ଵ ତତଲା ମାଟି ରୋଗିଣା ପାଣି, ପବନ ଅସଜଡା ପ୍ରକୃତି ବିଷର ଜ୍ଵଳାରେ ବିକଳାଙ୍ଗ ବିଶ୍ଵ
କ୍ଷତ ନ ଥାଇ ସାରା ଶରୀରରେ ପୀଡା, ପାଇଛି ଯେତିକି, ହରାଇବି ହାରି ନାହିଁ, ତଥାପି ତତୋଧିକ ଦେଇଛି ଯା କ୍ଷତ ନ ଥାଇ ସାରା ଶରୀରରେ ପୀଡା, ପାଇଛି ଯେତିକି, ହରାଇବି ହାରି ନାହିଁ, ତଥାପି ତତୋ...
ନୀରବରେ ଭରେ ଲୁହରେ ପ୍ରୀତିର ବନ୍ୟା ଏ ଆକାଶ ପୃଥିବୀ ପ୍ରେମର ଅନନ୍ୟ ଝରଣା ନୀରବରେ ଭରେ ଲୁହରେ ପ୍ରୀତିର ବନ୍ୟା ଏ ଆକାଶ ପୃଥିବୀ ପ୍ରେମର ଅନନ୍ୟ ଝରଣା
ତୋର କଣ ମନେ ନାହିଁ ଆଙ୍ଗୁଳି ଧରି କୁନି ପାଦରେ ଚାଲି ଶିଖାଇବା କଥା କାଳିକାରେ ମଧୁ ମହକାଇ ସେ ହସର ଗୋଟା ... ତୋର କଣ ମନେ ନାହିଁ ଆଙ୍ଗୁଳି ଧରି କୁନି ପାଦରେ ଚାଲି ଶିଖାଇବା କଥା କାଳିକାରେ ମଧୁ ମହ...
ଆସନ୍ତାରେ ନୂଆ ଦିଗବଳୟକୁ ନୁଆ ନୁଆ ସୂର୍ଯ୍ୟାଲୋକ ପ୍ରତିନିବୃତ୍ତ କରି ଅନ୍ତରକୁ ହେବ ପ୍ରତିବୋଧିତ ଆଶା ଅନେକ ଆସନ୍ତାରେ ନୂଆ ଦିଗବଳୟକୁ ନୁଆ ନୁଆ ସୂର୍ଯ୍ୟାଲୋକ ପ୍ରତିନିବୃତ୍ତ କରି ଅନ୍ତରକୁ ହେବ ପ୍ରତିବ...