STORYMIRROR

Mrs. SASMITA DAS

Abstract

3  

Mrs. SASMITA DAS

Abstract

ଶବ୍ଦ

ଶବ୍ଦ

1 min
60

ଶବ୍ଦରୁ  ବିଷାଦ

ଶବ୍ଦରୁ  ଆନନ୍ଦ

ଶବ୍ଦରୁ ନିନ୍ଦା

ନିନ୍ଦାରୁ ଦ୍ୱେଷ

ସବୁତ ତରଙ୍ଗରୁ ଜାତ

ତରଙ୍ଗାୟୀତ

ଶବ୍ଦରୁ ସ୍ତୁତି

ଶବ୍ଦରୁ ପ୍ରୀତି

ଶବ୍ଦରୁ ବିରକ୍ତି

ଶବ୍ଦରୁ ଅନୁରକ୍ତି

ସବୁତ ତରଙ୍ଗରୁ ଜାତ

ତରଙ୍ଗାୟୀତ

ଓଁ କାର ଶବ୍ଦରୁ ଜଗତ ଉତ୍ପନ

ହୁଂ କାର ଶବ୍ଦରୁ ଜଗତ ବିଲୟ

ସବୁତ ତରଙ୍ଗରୁ  ଜାତ

ତରଙ୍ଗାୟୀତ ା


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract