Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Mrs. SASMITA DAS

Abstract

4.0  

Mrs. SASMITA DAS

Abstract

ଫେରିଯିବି ଦିନେ ମୁଁ

ଫେରିଯିବି ଦିନେ ମୁଁ

1 min
62


ଫେରିଯିବି ଦିନେ ମୁଁ

ନିଃଶବ୍ଦ ଶୂନ୍ଯତା ରେ

ଦେଇଯିବି ଖୁସି 

ନେଇଯିବି ତୃପ୍ତୀ

ଜୀବନର ମୋଡ଼ରେ ଭେଟିଛି

ଅନେକ ଅନୁଭୂତି

ସେଇ ଅନୁଭୂତିର ସ୍ମୃତି

ରହିଯିବ ଏଠି

ଫେରିଯିବି ଦିନେ ମୁଁ

ଦେଇଯିବି ଖୁସି 

ନେଇଯିବି ତୃପ୍ତୀ ା


Rate this content
Log in