STORYMIRROR

Mrs. SASMITA DAS

Abstract

4  

Mrs. SASMITA DAS

Abstract

କଳ୍ପିତ ଚରିତ୍ର

କଳ୍ପିତ ଚରିତ୍ର

1 min
46


ଗମ୍ଭୀରତାରେ ଗଭୀର ଧୈର୍ଯ୍ଯ

ପ୍ରେମରେ ପରିପୂର୍ଣ୍ଣ

ଗୋଟିଏ ବିଶାଳ ହୃଦୟ

ଉଦାରତାପୂର୍ଣ୍ଣ ଦୁଇ ହାତ

ଉତ୍ତମ ବୁଝାମଣା ପାଇଁ ଥିବା

ଗୋଟିଏ ମସ୍ତିଷ୍କ

ସମ୍ପର୍କକୁ ଅତୁଟ ରଖିବାର ସର୍ତ୍ତ

ଦୟାଳୁ

ଉଦାର ମନୋଭାବ ସହିତ

ହସ ହସ ମୁହଁରେ ଥାଏ

ପ୍ରକୃତ

ସୁଖ,ଶାନ୍ତି ଓ ଆନନ୍ଦ

ଏଇତ ଜୀବନର

କଳ୍ପିତ ଚରିତ୍ର ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract