Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Prajna Paramita Mohanty

Abstract Others

4  

Prajna Paramita Mohanty

Abstract Others

ଦୁଇଟି ଏକପଦୀ

ଦୁଇଟି ଏକପଦୀ

1 min
87


ଜୀବନ: 

ଜାଗରୁକ ହେଲା ଏକ ସତ୍ତାର

ଜିଗୀପ୍ସା କରିଲା ସେ ବାର୍ତ୍ତାର

ଜଞ୍ଜାଳ ଆରମ୍ଭିଲା ପୂର୍ଣ୍ଣତାର

ଜୀବ ଯିବାର ସେ ମହାଯାତ୍ରାର |


ମୃତ୍ୟ:

ମୂଲ୍ୟହୀନ ହେଲା ଯାହା ଯାତ୍ରା ସେ

ମାୟାର ବନ୍ଧନୁ ମୁକ୍ତି ପ୍ରୟାସେ 

ମିଛ ମିଛ ପରି ମୁହଁ ସବୁ ଦିଶେ

ମର୍ଯ୍ୟାଦା ଖୋଜେ ଅନ୍ତିମ ଦିବସେ |


Rate this content
Log in

Similar oriya poem from Abstract