STORYMIRROR

Manaswinee Dash

Tragedy

3  

Manaswinee Dash

Tragedy

ଦୁଇ ପଦ କଥା

ଦୁଇ ପଦ କଥା

1 min
134


ତୁମର ସେଇ ମିଠା ସ୍ବର, 

ଭାରି ପ୍ରିୟ ମୋର, 

ଦରକାର ନାହିଁ ମୋତେ ବୁଝିବାର, 

ମନ ଭରି ଶୁଣିବାକୁ ଚାହେଁ ତୁମରି ସ୍ବର। 


ହେଲେ ଜଣା ନାହିଁ ମୋର, 

ମୋ ସହ କଥା ହେବା ପସନ୍ଦ ନୁେହଁ ତୁମର, 

ମୋ କଛା ତୁମକୁ ଲାଗେ ବିରକ୍ତିକର, 

ହେଲେ ତୁମ ସହ କଥା ହବା ପାଇଁ ହିଁ ମୋ ଜୀବନ ଆତୁର। 


ଅନ୍ୟ ସହ କଥା ହେଲେ

ଉତଫୁଲିତ ହୁଏ ମନ ତୁମର, 

ହେଲେ ମୋ ସହ ଲାଗେ ବାଧ୍ଯ ବାଧକାର, 

ହ୍ରୁଦୟ କୁ ଆଜି ବାଧିଛି ମୋର, 

ଦିନେ ତୁମେ ନିଶ୍ଚିତ ହେବ ପଶ୍ତାପର ଶିକାର। 





Rate this content
Log in

Similar oriya poem from Tragedy