Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Satyanarayan Sahoo

Romance Action Classics

3  

Satyanarayan Sahoo

Romance Action Classics

ଦୀପାବଳୀ

ଦୀପାବଳୀ

1 min
199



ପାଳିବା ସଭିଏଁ ଆସ ମାତିଣ ମଉଜେ 

ପରମ ପବିତ୍ର ପର୍ବ ଏହି ଦୀପାବଳୀ ଯେ ।


ଆସିଛି ଆନିଣ କେତେ ଖୁସି ଓ ମଉଜ

ଆଲୋକ ମାଳା ରେ କରି ପୁର ପଲ୍ଲୀ ସଜ ।


ଝାଲ୍ ମଲ ଶୋଭା କାନ୍ତି ରମ୍ୟ ଜ୍ୟୋତି ତେଜେ

ବିଦିଗ ଦିଗ ସୁଦିବ୍ୟ ସୁଷମେ ବିରାଜେ ।


ରତ୍ନମଣି ସମ ଦୀପ ଦୀପ୍ତି ଦିଶେ ଝଳି

ବିଭାସିତ ତରଙ୍ଗିତ ଆଲୋକ ବର୍ଣ୍ଣ।ଳି ।


ବର୍ଣୁସ୍ରାବ ମୟି ଚାରୁ ମୟୁଖେ ବର୍ଣ୍ଣିଳ

ବସୁମତୀ ମୂର୍ତ୍ତୀମତି କାନ୍ତି ମନୋହର ।


ଫୁଟୁଛି ବାଣ କେତେ ଫଟକା ଅସଂଖ୍ୟ

ଝରାବତି ଓ ହାବେଲି ଉଠୁ ଅଛି ଦେଖ ।


ଅମା ରଜନୀ ର ନାଶ କରେ ଅନ୍ଧକାର

 ଆହା କି ରମ୍ୟ ଜ୍ୟୋତି ରେ ଏ ଧରା ସୁନ୍ଦର ।



Rate this content
Log in

Similar oriya poem from Romance