Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Satyanarayan Sahoo

Action Classics Inspirational

3  

Satyanarayan Sahoo

Action Classics Inspirational

ଦୀପାବଳୀ - ୨

ଦୀପାବଳୀ - ୨

1 min
192



 

ଜୀବନ ର ଅନ୍ଧକାରେ ଆଲୋକ ର ପଥ

ଦୀପାବଳୀ ପର୍ବ କରି ଥାଏ ପ୍ରଦର୍ଶିତ ।


ଅନ୍ଧାରେ ନ ରହି ଶୀଘ୍ର ଆଲୋକ ର ଯାତ୍ରୀ

ହୋଇ ସ୍ୱ ଜୀବନ ଯାତ୍ରା କର ସୁଖ ମୟୀ ।


ଅମାବାସ୍ୟା କାଳିମା କୁ କାଟି ଯେ ଆଲୋକ

ତୋରଣ ରାଜି ରାଜିତ ଶୋଭା ଚାକଚକ୍ୟ ।


ବାଣ ଫୁଟା , ଝରବତୀ ଝରଣ ଓ ବତୀ

 ଖୁଣ୍ଟରେ ଝୁଲି ଆଲୋକ ମାଳା ଦିଶେ ଶୋଭି ।


ଶିଖାଇ ଜୀବନେ କେତେ ପବିତ୍ର ଉତ୍ସାହ

 ଆଣିଣ ଆସିଛି ଆଜି ପବିତ୍ର ଉତ୍ସବ ।


ପଳିବାକୁ ହୋଇ ଥାନ୍ତି ଜନତା ଉନ୍ମତ୍ତ

ଅଗ୍ନି ର ବିପକେ ଜନେ ହୋଇ ଥାନ୍ତି ହତ ।


କେତେ ଯେ ଆହାତ ହୋନ୍ତି ପୁଣି ଧନ ଧ।ନ୍ୟ

ଅଗ୍ନି ବିପର୍ଯ୍ୟୟେ ଲୋପ ପାଇ ଯାଏ କ୍ଷଣେ ।


Rate this content
Log in

Similar oriya poem from Action